by ପ୍ରିୟଦର୍ଶିନୀ ମହାନ୍ତି ✓ · 7 Aug 2019
ଉପଯୁକ୍ତ ସ୍ଥାନେ ବସି ନ ପାରିଲେ ଶବ୍ଦମାନେ ଯାନ୍ତି ରୁଷି, କବିତାଟି ମଧ୍ୟ ଲାଗେ ରସହୀନ ଯଦି ଶବ୍ଦ ଯାଏ ଖସି।
Loading comments…
Loading comments…