by Dhirendra Behera ✓ · 23 Sept 2020
ଶବ୍ଦ ଏକ ରସ ତାହା ମନକୁ କରାଏ ହରସ ଶବ୍ଦ ଏକ ସୁବାସ ମୁହଁରେ ଫୁଟାଏ ହସ ।। ଶବ୍ଦ ଶୁଣି ମନ ହୋଇଯାଏ ବିଷାକ୍ତ ଶବ୍ଦ ଶୁଣି କିଏ ହୋଇଯାଏ ବ୍ୟସ୍ତ ବିବ୍ରତ ।।
Loading comments…
Comments
Loading comments…