by Dinesh Jena ✓ · 5 Apr 2019
ଚାଲ.. ଆମେ ନିଜେ ଗୋଟେ ଗୋଟେ ଶବ୍ଦ ହେଇଯିବl ଆଉ ଧରାଦେବା ସେଇ କଅଁଳ, ନିରୀହ ହାତ ପାପୁଲିରେ ଯିଏ ଖାଲି ସ୍ବପ୍ନ ବୁଣୁଛି ଗଢିବା ପାଇଁ ଏକ ଶବ୍ଦ
Loading comments…
Loading comments…