by KRUTIBAS NAYAK ✓ · 4 Sept 2020
ତୁମରି ହସର ପସରା ମୁଣ୍ଡାଇ, ତୁମ ପ୍ରୀତିଭାଷା ଗୀତି ଗାଇଗାଇ | ମୋର ପାଇଁ ତୁମେ ତୁମପାଇଁ ମୁହିଁ- ଏଇ ଥିଲା ପରିଚୟ | ଜୀବନ ନାଟକେ ଆମେ ଦୁଇଜଣ କରୁଥିଲେ ଅଭିନୟ
Loading comments…
Comments
Loading comments…