by Anita Dash ✓ · 18 Nov 2020
ତଥାପିବି ସୁଖୀ, ବୁଝିଛି ଯେଣୁ ମୁଁ ମହାମନ୍ତ୍ର ଜୀବନର, ଏ ଧରାଧାମେ ଯେ ଜନମ ଲଭିଛି ଜୀବନ ତାର ନଶ୍ୱର । [୪] ଦିନ-ରାତି ଆଉ ଜନମ-ମରଣ ବିଶ୍ୱନିୟନ୍ତାଙ୍କ ଖେଳ ଆଗପଛ ହୋଇ ବାହୁଡିବେ ସବୁ ପୂରିଗଲେ ତାଙ୍କ କାଳ। [୫]
Loading comments…
Loading comments…