by Prabhanjana Tripathy ✓ · 2 Sept 2019
ବହୁଳ ଦୁଃଖରଫୁଆରା ଦେଇ ଗଢିବାକୁ ହୁଏ ଦିନ କିଏ ନାହିଁ ଏଠି ଦୁଖଃ ବିହୁନେ ବୁଝେଇବ ପୋଡା ମନ l ପ୍ରତ୍ୟକ କୂଳ ଖାଇଲାଣି ପାଣି ସତେକି ଆସିଛି ବଢ଼ି କେତେ ମରୀଚିକା ସମୁଦ୍ର ପାଲଟି ସହର ଉଠିଚି ଗଢ଼ି l
Loading comments…
Loading comments…