by Abhisek Mohapatra ✓ · 30 Apr 2019
ଯାହା କେହି କେବେ ପାଇନି ତୁମଠୁ , ମୁଁ ତାହା ତୁମକୁ ମାଗିଲି , ମୋ ଇଚ୍ଛା ସବୁ ମନମଧ୍ୟେ ବାଷ୍ପୀଭୂତ ହେଇଗଲା , ନିଜେ ବି ନିଜକୁ ଚିହ୍ନି ନ ପାରିଲି !
Loading comments…
Loading comments…