by Tapaswini DashSarangi ✓ · 18 Apr 2021
ଭକ୍ତି ପୂତ ହୃଦେ ପ୍ରେମ କାଦମ୍ବରୀ ମନରେ ଅସୀମ ଶ୍ରଦ୍ଧା କେତେ ଅଭିଯୋଗ ଅଭିମାନ ସବୁ ଛାତିରେ ହୋଇଛି ଛନ୍ଦା। ସବୁକୁ ଏକତ୍ର କରି ମୁଁ ଧ୍ୟାୟିବି ଚରଣ ଯୁଗଳ ଦ୍ଵୟ କଳୁଷ ଯେତକ ଜୀବନେ ଅର୍ଜିଛି ସବୁ ହୋଇଯିବ କ୍ଷୟ।
Loading comments…
Loading comments…