by ଦୀପଙ୍କର ଦାସ ✓ · 12 Nov 2021
କିଛି ଋଣର ଶକ୍ତ ଚାପୁଡ଼ାରେ କିଛି ଅଭାବର ଘନ ଅନ୍ଧକାରରେ କିଛି ବର୍ଷାର ବିଶ୍ୱାସଘାତକତାରେ କୁଆଡେ ହଜିଯାଆନ୍ତି ଚାଷୀ ସବୁ ଏମିତି ହିଁ ମରନ୍ତି।
Loading comments…
Comments
Loading comments…