by Durjyodhan Barik ✓ · 7 Oct 2020
ବିଜୁ ଘଡଘଡି ସାଙ୍ଗରେ ବରଷା ବିଜୁଳି ବି ଲିଭିଗଲା, ଭିଜା ଭିଜା ସେହି ତନୁରେ ସେ ଗୋରି ମୋର ଘରେ ଆସି ଗଲା । ଦୁହିଁଙ୍କର ମନ ମିଶିଲା ସେ ଦିନ ସ୍ଥିରକଲୁ ଵିଭା ହେବା, ପତି ପତ୍ନୀ ହୋଇ କରିବା ସଂସାର ଏକୁ ଆନ ନଛାଡିବା ।
Loading comments…
Loading comments…