by Gunanidhi Samal ✓ · 17 Jul 2020
ଜହ୍ନ ଥିବ ତାରା ଥିବ ହସୁଥିବ ବଗିଚା'ର ଫୁଲ କେହିବି ନ'ଥିବେ ଜଣେ ଦେବାପାଇଁ ପୀରତି'ର ମୂଲ । କୁଳୁକୁଳୁ ଗୀତ ଗାଇ ବହୁଥିବ ସମୟର ନଈ ବୟସର କୃଷ୍ଣଚୂଡ଼ା ପବନ'ରେ ଯାଉଥିବ ଛୁଇଁ ।
Loading comments…
Loading comments…