କେଏଫ୍ସି ପିଜା ବର୍ଗର ସ୍ୱାସ୍ଥ୍ୟ ହାନୀ ହୁଏ ଫାଷ୍ଟ ଫୁଡ୍ ର ଫାଷ୍ଟ ଫୁଡ୍ ର ଲୋ ପୋଡପିଠାକୁ ଆଦର । ଗଛଟିଏ ଲଗାଇବା ଯତନେ ତାହାକୁ ବଡ କରିବା ବଡ କରିବା ଲୋ ଆଗାମୀ ପୀଢିକୁ ଦେବା । ପଲିଥିନ ଛାଡିଦେବା ବେଗ୍ ଗୋଟିଏ ସାଥେ ରଖିବା ସାଥେ ରଖିବା ଲୋ ପରିବେଶ ସୁଧାରିବା। ଓଡିଶାର ଫାଷ୍ଟ ଫୁଡ୍ ଚୁଡା ଛତୁଆକୁ ପଖାଳ ଗୁଡ୍ ପଖାଳ ଗୁଡ୍ ଲୋ ପୋଡପିଠା ଭେରିଗୁଡ୍ ।
Loading comments…