Loading…
ଜୀବନ ସାରା ଟିକେ ସ୍ନେହ ପାଇଁ ଛଟପଟ ହେଉଥିବା ମଣିଷଟିଏ ଯେ ଆଜି ଅମଣିଷ ପାଲଟି ଯାଉଛି, ସାମାନ୍ୟ କିଛି ଅର୍ଥ ପାଇଁ, ହଁ,ଏୟା ବି ସତ ଯେ ଅର୍ଥ ପାଇଁ ସବୁକିଛି କରିପାରେ ମଣିଷ ବି ମାରିପାରେ, ଆଉଅନ୍ୟ ସବୁତ କିଛି ନୁହେଁ, ନିଜର ସୁଖ ବ୍ୟତୀତ ଆଉ କିଛି ଦେଖାଯାଏନା, ଏହାର କାରଣ ଜାହାହେଉନା କାହିଁକି ମଣିଷ ମଣିଷ ମଧ୍ଯରେ ପାତର ଅନ୍ତର ହିଁ ମୂଳ କାରଣଅଟେ କାହା ପାଖରେ ଅଭାବ ନାହିଁ ତ କାହାପାଇଁ ସ୍ୱପ୍ନ, ହେଲେ ଭୋକ ତ ସମାନ ସୁଖ ବି ସମାନ ସତ କହିବାକୁ ହେଲେ ରୋଟି, କପଡା,ମକାନ,
Comments
Loading comments…