by SARATA KUMAR DAS ✓ · 28 Sept 2019
ଟପ ଟପ ପଡେ ବରଷା ପାଣି ସାରୁଗଛ ମୂଳେ ବେଙ୍ଗୁଲୀ ନାନୀ ମୁହଁ ରେ ଲାଜ ତା' ଭାରି ସିଆଣୀ ସତେ କି ଲାଗେ ସେ ବନ ହରିଣୀ ।।
Loading comments…
Loading comments…