by Manas Manjari Masanta ✓ · 31 Mar 2019
ଶୁଖିଯାଇଛି ଲୁହଧାର ଚିବୁକରେ ସ୍ପଷ୍ଟ ଚିହ୍ନ ତା'ର ଆଖିରେ ଭରିଛି ଶୂନ୍ୟତା ସବୁକିଛି ହଜିଯାଇଛି ହେଲେବି ରହିଛି ପୂର୍ଣ୍ଣତା ।।
Loading comments…
Loading comments…