by Shashanka sekhar Ray ✓ · 25 May 2019
ତ୍ରିରଙ୍ଗା ପତାକା ତଳେ କର ଆଜି ଶପଥ ବେଇମାନ ବିଶ୍ଵାସଘାତକ ସାଜିବାନି କେବେ ସ୍ଵାର୍ଥମେଧେ ଯଜ୍ଞେ ଦେଇ ଆହୁତି ହାତ ପରେ ହାତ ରଖି ନେବା ସଂକଳ୍ପ ନିପାତ କରିବାକୁ ସମୂଳେ ଆତଙ୍କବାଦ ପୋଛିଦେବା ମା ଛାତିରୁ ପୁଞ୍ଜିଭୁତ ତମାମ କୋହ
Loading comments…
Loading comments…