by Satyabati Swain ✓ · 23 Feb 2019
ମୁଁ ଯେବେ ହଠାତ୍ ଶୋଇଯିବି ଚିର ନିଦ୍ରାରେ ବାପା ବୋଉ ମୋର ଲହୁ କାନ୍ଦିବେ ହେ ମୋ ପ୍ରିୟ ଦେଶ ବାସୀ ବୁଝାଇ କହିବ ତାଙ୍କୁ ମରିନାହିଁ ମରଣ ଜୟୀ ମୁଁ
Loading comments…
Comments
Loading comments…