by Premasila Raut ✓ · 3 Aug 2019
କାଉଁରିଆ କାନ୍ଧେ ସତେ ବୋହି ପାଣିଭାର ଚାଲେ ଶିବ ନାମ ଗାଇ ଭାରି ଆଗତୁର ସାଙ୍ଗେ ଧରି ଯାଏ ସେ ଫୁଲ ବେଲପତର ଖରା ବରଷାକୁ ମୋଟେ ନକରି ଖାତିର। ।
Loading comments…
Comments
Loading comments…