by Kailash Chandra Sahani ✓ · 16 Dec 2019
ମୋ ସଫଳତାର ମିଠାଫଳ ଫଳେଇବାର ଅନାଲୋଚିତ ସେ ସମୟର ଫର୍ଦ୍ଦ ! ପଚାର ମୋ ପାଦତଳର ମାଟିକୁ କେତେ ନିର୍ଲିପ୍ତ ତା ମମତାର ଛନ୍ଦ ଯାହାର ଛାତି ଚିରି ମୋ ଚେର ଶୋଷିଚି ଅମୃତ ,
Loading comments…
Loading comments…