by Anjali Pattnaik ✓ · 2 Jul 2018
ତୋ ଦୃଢ ବନ୍ଧନରେ ଶବ୍ଦ କରିବା ଭୁଲି ଯାଇଥିବା କଙ୍କଣ ସବୁଠି ତୋ ଉପସ୍ଥିତି ଜାଣିପାରେନି ମୁଁ ସ୍ୱପ୍ନ ରେ ଥାଏ କି ଜୀବନ ସ୍ୱପ୍ନ ହୋଇଯାଏ...
Loading comments…
Loading comments…