by Santosh Kumar Nayak ✓ · 31 Dec 2020
ସହରର ତଳ ବସ୍ତିକୁ ଶୀତ ଆସିଛି ବାସି ପଖାଳର ଭୋକ ଦେଇ ମହୁଲି ମଦର ଢୋକ ଦେଇ କୃଷକ ଦାଆର ବେଣ୍ଟ ଦେଇ ଆଉ ଶ୍ରମିକ ହାଡୁଆ ହାତ ଦେଇ ।
Loading comments…
Loading comments…