by Kali Kumar ✓ · 14 Jan 2021
ଭାବିଥିଲୁ, ସଭା ପରେ ଭୋଜି ଭାତ ଖାଇବାର ପାଇଁ ଅନେକ ବେଳୁ ଆଶା କରି ରହିଥିଲୁ ଚାହିଁ, ଭୋଜି କଥା ଛାଡ଼, ଏଠି ବାସ୍ନା ଟିକେ ମିଳୁ ନାହିଁ, ଭୋକିଲା ପେଟ ଶୋଇବୁ, ନିରାଶା ହତାଶାକୁ ନେଇ, ନିରାଶା ହତାଶାକୁ ନେଇ ।।
Loading comments…
Comments
Loading comments…