by ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra ✓ · 1 Jul 2019
ଗରିବ ମିତ ମୋ ଡ଼ରଇ ତୋତେ, ତା ହିତ ନୁହେଁ କି ଆମରି ହିତେ, ମୋ ପାଖେ ପଇସା ଅଛି ପାଇବା ସୁଖ, ଗରୀବ ବିଚରା ପାଇବ ଦୁଃଖ. ସଭିଙ୍କର ମାଆ ଗୋଟିଏ ମଣି, ଶୀତ ମିତ ତୋ ପାଖରେ କରେ ଦୟିନୀ, ନ ଦେବୁ ଗଞ୍ଜଣା ନିନ୍ଦା ନ ପାଆ, ସୁଖେ ଦୁଃଖେ ଋତୁ ମଧ୍ୟେ ଖେଳିକି ଯାଆ.
Loading comments…
Loading comments…