by Santosh Kumar Ojha ✓ · 26 Jan 2022
ସଜନୀ ରଜନୀ ଆସେ ଶୀତ ଘେନି ସଜ କର ଶେଯ ବାଗେଇ , ହାଡ଼ ଭଙ୍ଗା ଶୀତ ରାତିରେ ବହୁତ ଜଡ଼େଇ ଧରୁଛି କୁନ୍ଥେଇ । ଶୀତୁଆ ସଂଜରେ ଫୁଙ୍ଗୁଳା ଦେହରେ ପାଗଳାଟେ ରାସ୍ତା କଡ଼ରେ, ଥରୁଛି ଶୀତରେ ଭିଜୁଛି ଶିଶିରେ ପଶି ଯାଏ ଶୀତ ହାଡ଼ରେ ।
Loading comments…
Loading comments…