by Bharatabandhu Biswal ✓ · 21 Nov 2021
ଦିଶେ ଚଉଦିଗ ପାଉ°ଶ ଧୂଷର ଆଚ୍ଛାଦେ ଘନ କୁହୁଡି ବିଳମ୍ବେ ଉଠନ୍ତି ବିଳାସୀ ଧନୀକ ତୂଳିତଳ୍ପ ଶଯ୍ୟା ଛାଡି । ଉଷୁମ କମ୍ବଳ ଗରମ ପୋଷାକ ଶୀତ ସକାଳର ବନ୍ଧୁ ପ୍ରଶମନ କରେ ଶୀତର ପ୍ରକୋପ ଯତନରେ ଆମେ ପିନ୍ଧୁ ।
Loading comments…
Loading comments…