by Ansuman Swain ✓ · 8 Jan 2021
ସୁନ୍ଦର ଶୋଭିତ ଦିଶେ ଘର ଅଗଣା ନାନା ରଙ୍ଗେ ପ୍ରସ୍ଫୁଟିତ ମନ୍ଦାର, ହେନା ହଜିଯାଏ ଦୁଃଖ କଷ୍ଟ ଲାଗେ ସୁଫଳ ସତେ କେଡେ ମନଲୋଭା ଶୀତ ସକାଳ
Loading comments…
Loading comments…