by Santanu Bisoi ✓ · 29 Dec 2019
ମାନ ଅଭିମାନ ହଜେଇ ଦେଇଛି କୋମଳ କାକର ବୁନ୍ଦା ଶୀତର ପରଶ ନିକଟ କରିଛି ତୁମ ପ୍ରୀତି ମଧୁଛନ୍ଦା।।
Loading comments…
Loading comments…