by Abhinaba Pattniak ✓ · 23 Jan 2022
ପିଲାଙ୍କ ପାଇଁତ ଶୀତୁଆ ସକାଳ ପଣିକିଆ ସଜ କରେ ସାରଙ୍କ ନାଲି ଆଖି ପାଇଁ ପଣିକିଆ ଗୀତ ଘୋଷି ବାରେ । ପଣିକିଆ ଗୀତ ଲାଗଇ ସରସ ପିଲାଙ୍କ ମନ ହରେ ଗଣିତ ବିଜ୍ଞାନ ଭୂଗୋଳ ଚିତ୍ରାଙ୍କନ ସବୁ ଅଛି ପଣିକିଆ ଗୀତ କରେ ।
Loading comments…
Loading comments…