120Log inSign up
Poem · Fantasy

ଶୀତଳ ପବନ

by Paresh Kumar Biswal ✓ · 15 Apr 2019

846Reads
104Likes
1Min read

ଶୀତଳ ପବନ ବହିବା ମାତ୍ରକେ ଆସେ କେତେ ନୂଆଁ ଆଶା, ମନରେ ଉଲ୍ଲାସ ଭରି ଦେଇ ପୁଣି ବୁଝେ ମୋ ମନର ଭାଷା।

Loading comments…

ଶୀତଳ ପବନ · StoryMirror