by Bharatabandhu Biswal ✓ · 16 Jun 2021
ଗ୍ରୀଷ୍ମ ଋତୁ ଶେଷ ବର୍ଷା ଆଗମନେ ଆକାଶ ମେଘ ମେଦୁର ଧରଣୀ ଦିଶଇ ସବୁଜ ସୁନ୍ଦର ବୃଷ୍ଟିପାତେ ସୁଶୀତଳ । ଲୋକାଚାର ମତେ ହୁଅଇ ସମ୍ପନ୍ନ ଥାଳଉଠା ପତ୍ରପେଣ୍ଡି ନୃସିଂହ ନଉତା ଶୁଭ ଗୁଆଗୁଣ୍ଡା ବିବାହ ଶୀତଳ ଷଷ୍ଠୀ ।
Loading comments…
Comments
Loading comments…