by Bharatabandhu Biswal ✓ · 7 Jan 2022
ଘୋଡ଼ା କମ୍ବଳ ଲାଗଇ ସୁଖ ଉଷୁମ ରଖେ ଦେହ । ଦେଖିଲେ ଚାହା ଗରମ କଫି ପାଟିରୁ ଗଡେ ଲାଳ ବାଦାମ ଚଣା ଗରମ ଭଜା ଚୋବାଏ କଡ଼ମଡ଼ ।
Loading comments…
Loading comments…