by linki barik ✓ · 17 Jan 2022
ତୁମ ମଥାର ସେ ନାଲି ଟିକିଲି ମୋ ଆଖି ଆଗେ ହୁଏ ଝିଲିମିଲି ସତେ କି ସେ ଚାନ୍ଦ ରହିଛି ମୋ ପାଇଁ ଝୁଲି ସ୍ମିତ ମୁଖେ ହସ ତା ଖିଲିଖିଲି।।
Loading comments…
Comments
Loading comments…