by Subrat Malik ✓ · 18 Jan 2022
ବିଭୁଙ୍କୁ ସୁମରି କୁନା ମୁନା ବେଗେ ପଢିଣ ବସନ୍ତି ପାଠ, କିଏ କରୁଥାଏ ମିଶାଣ ଫେଡାଣ କିଏ ଗଣେ ସାତ ଆଠ ।। ଧାନ ବୋହି ବୋହି ଥକା ଚାଷୀ ଭାଈ ଖଳାରେ ବାଆଙ୍ଗି ରଖେ, ଉଷୁମ ଉଷୁମ ସୋରିଷ ତେଲକୁ ସାରା ଶରୀରରେ ମାଖେ ।।
Loading comments…
Comments
Loading comments…