by sushama Parija ✓ · 25 Feb 2021
ବିସ୍ମୃତିର ଗର୍ଭ ଭେଦି ହେଲା ଉଭା ସିଏ ଥିଲା ମୋର ପ୍ରିୟା ଭାସି ଯାଉଥିଲା ତା’ ସାଥିରେ ବିତା ସମୟ ଓ ଆମ ଗାଆଁ ତା’କୁ ସୁଖ ଦେବି ବୋଲି ସିନା ଦିନେ ଗାଆଁ ମାଟି ଛାଡିଥିଲି ସିଏ ଚାଲିଗଲା ଆଉ କା’ର ହୋଇ ଏକା ହୋଇ ରହିଗଲି
Loading comments…
Comments
Loading comments…