by Niranjan Sahu ✓ · 24 Jun 2019
ବାପାଙ୍କ ଠୁଁ କର୍ତ୍ତବ୍ୟ ଶିଖ ମାଆଙ୍କ ଠୁଁ ଆଦର ଶିଖ ଭାଇ ଠୁଁ ସାହାଯ୍ୟ ଶିଖ ସ୍ନେହ ଭଉଣୀ ଠୁଁ ଶିଖ ଗୁରୁଙ୍କ ଠୁଁ ଜ୍ଞାନ ଶିଖ ସାଧୁଙ୍କ ଠୁଁ ତ୍ୟାଗ ଶିଖ ବ୍ୟବହାର ଦେବା ଶିଖ ସେବା ମନଭାବ ରଖ
Loading comments…
Loading comments…