by Prasanta Kumar Behera ✓ · 8 Apr 2022
ଶିଖା ତମେ ଆଗୋ ସଖୀ ମୋ ଶୁଷ୍କ ମରୁସ୍ଥଳେ ଚାରୁ ମରୁଦ୍ୟାନ ଠୋପା ଠୋପା ସବୁଜିମା, ତମେ ମୋ ପତ୍ରଝଡା ପ୍ରାଣେ ଭରି ଦେଇପାର ଶରଦ ଉଲ୍ଲାସ ବାସନ୍ତୀ ସୁଷମା l
Loading comments…
Comments
Loading comments…