by Prasanna Kumar Madala ✓ · 5 Jun 2019
ବ୍ୟବସ୍ଥା ଯେମିତି ଚାଲିଛି ଆଗକୁ ବଢି ପ୍ରସ୍ତୁତି ନଥାଇ କିଏ ବା ପାରିବ ପଢି ତାଲିମ ନାଆଁରେ ଶୋଷଣ ଚାଲିଛି ଅନୁଷ୍ଠାନ ମାନ ଗଢି କେତେ ବଣମଲ୍ଲୀ ଅକାଳେ ଯାଆନ୍ତି ଝଡି ।
Loading comments…
Loading comments…