by Dr Santosh Kumar Panda ✓ · 4 Mar 2022
ଶିଶୁଙ୍କ ମୁଖରେ ଭରେ ହୃଦୟ ଖୋଲା ଖିଲି ଖିଲି ହସ, ଦରୋଟି ଭାଷାର ସ୍ଵର ମାତୃଭୂମି ଜୟଗାନର ରସ।୧। ହୃଦୟରେ ସେ ଲଗାଏ ବହ୍ନି ଦେଶପ୍ରୀତି, ମାତୃ ପିତୃ ଭକ୍ତିର, ପରିବେଶ ସୁରକ୍ଷା, ଜଳ ସଂରକ୍ଷଣ ତଥା ବିଶ୍ଵ ଭ୍ରାତୁତ୍ଵ ଓ ଶାନ୍ତିର।୨।
Loading comments…
Comments
Loading comments…