by Santosh Kumar Nayak ✓ · 6 Mar 2021
ସରୀସୃପ କୀଟ ପତଙ୍ଗ କୁଳ କ୍ଷୀଣ ତୃଣ ଠାରୁ ଦ୍ରୁମ ବିଶାଳ ସର୍ବେ ହେଲେ ଏକାକାର, ସାନ୍ତାଳୀ ଜୀବିକା ଶିମିଳିପାଳ କୋପାଗ୍ନି କରିବ ସର୍ବକାଙ୍ଗାଳ ନାହିଁ କିଛି କରିବାର
Loading comments…
Loading comments…