by Kalandi pal ✓ · 21 Jun 2021
ଲୋଭ, ହିଂସା, ମୋହ ମନରୁ ତେଜିବୁ ସତସଙ୍ଗ ଲଭିବୁ ତୁହି. ଅସହାୟେ ସଦା ସହାୟ ହୋଇବୁ ସେବା କାର୍ପଣ୍ୟ ତୁ ଦେଇ. ଧନରେ, ମଧୁର ବଚନ କହି.
Loading comments…
Loading comments…