by Prabhati Mahapatra ✓ · 1 Jan 2021
ବଇରି ମନରୁ ଲିଭେ ଯେ ଶତ୍ରୁତା ଶିଶୁର ସଂପର୍କ ନେଇ ରାଜୀବ ଲୋଚନ ନୟନ ତାହାର ସକଳେ ହୁଅନ୍ତି ବାଇ । ଶିଶୁ କ୍ରନ୍ଦନରେ କରୁଣତା ଭରା ଭଙ୍ଗ କରେ ନିରବତା ଗଳାର ମାଳି ସେ ମାତା ପିତାଙ୍କର ଧନ୍ୟ ଆହେ ସୃଷ୍ଟି କର୍ତ୍ତା । ଠୁକୁ ଠୁକୁ ଚାଲି
Loading comments…
Loading comments…