ସକାଳ ସୂର୍ଯ୍ୟ କୁ ଦେଖିବା ଆଗରୁ ଶିଶୁ କନ୍ୟା ଏଠି ମା'ଉଦରେ ମରିଯାଏ..
ବେହିଆ ସର୍କାର ବେଲଜ୍ୟ ଭଳିଆ ଶିଶୁ କଲ୍ୟାଣ, ବିକାଶର ବାର୍ତ୍ତା ଦିଏ..
୬ ମାସ ର ଶିଶୁ, ନାରୀ ମାଂସ ଲୋଭି ରକ୍ଷାସ କବଳୁ ଅକାଳରେ ଝଡିଯାଏ...
କେଉଁ ପାପ କରେ ନିରୀହ ଶିଶୁଟି ନାଳନର୍ଦ୍ଦମା,ଗଛମୁଳୁ ମିଳିଥାଏ...
କୁପୋଷଣ ଆଉ ଖାଦ୍ୟ ଅଭାବରୁ ଶିଶୁ ମୃତ୍ୟୁ ବୃଦ୍ଧି ପାଏ...
ବେହିଆ ସର୍କIର୍ ବେଲାଜ୍ୟ ଭଳିଆ ବିକାଶର ବାର୍ତ୍ତା ଦିଏ..
ଶିଶୁଟିଏ ଅଟେ ଗୋଲାପ କଢ଼ିଟେ ଫୁଟିଲେ ଚମକୁ ଥାଏ..
ଶିଶୁଟିଏ ଅଟେ ଦେଶ ଭବିଷ୍ୟତ ଦେଶକୁ ଆଗକୁ ନିଏ..
Loading comments…