by Anam Charan Sahoo ✓ · 28 Jul 2019
ତମସା ଭରା ଏ ଶୀତୁଆ ଅନ୍ଧାରେ ପଡିଅଛି ମୁହିଁ ଖସି ନିଜେ ଜଳିବାକୁ ଦୁଃଖ ନାହିଁ ମୋର ବାଣ୍ଟି ଚାଲିଥିବି ଖୁସି ।
Loading comments…
Loading comments…