by Kalyani Nanda ✓ · 3 Dec 2019
ବୁଝିଛି ମୁଁ ଭୟାତୁର ମନ ତୁମ ବଡ ସ୍ବାର୍ଥପର ହେ ମୃତ୍ଯୁ ସେ ପାଇଁ କି କାହାରି ଭାବନା କୁ ଦିଅନା ନଜର ? ସଂଗୀତ ଟିଏ ନେଇ ଯାଅ ଜୋର କରି ନିଃସଙ୍ଗ କରି ହୃଦୟ ଆଉ କାହାର ।
Loading comments…
Loading comments…