by Jyochhna rani Devi ✓ · 15 Jan 2022
ଥାପୁଡେଇ ଦେବି ପିଠିକୁ ତୋହର ମଥାକୁ ଆଉଁସି ଶୁଆଇ ଦେବି ରାତି ପାହିଗଲେ ସୂରୁଜ ଉଇଁଲେ ଲାଉ କରି ତୋତେ ବୁଲେଇ ନେବି ଅଝଟିଆ ନୁହଁ ଶୋଇଯା' ତୁ ବେଗେ ବାଲିଘର ଦେବି ଉଠିଲେ ତୋଳି
Loading comments…
Loading comments…