by Binay Mohapatra ✓ · 21 Jul 2017
ବରଷା ଦିନର ପିଲା ବେଳ କଥା,ଭୁଲି ହୁଏ ନାହିଁ ମନରେ ସାଇତା ଅଛି,ଆସନ୍ତାନି ଥରେ ସେ ଶୈଶବ ଦିନ,ଦି ଘଡି ପାଇଁ ଶ୍ରାବଣରେ ଆଜି,ମନ ଖୋଜେ ସିନା ହଜିଲା ଦିନକୁଆସିବ କି ସତେ ଫେରି ।।
Loading comments…
Loading comments…