by Binay Mohapatra ✓ · 12 Aug 2017
ଆସି ଗଲେ ପ୍ରିୟା ଶୀତଳାଇ ଦେବଦଗ୍ଧ ମନ ମୋର, ବିଦଗ୍ଧ ଏ ଉପବନ,ମଉସୂମୀ ବାଆ, ମହକାଇ ଦେବ,ଭିଜା ମାଟି ଗନ୍ଧେ, ପ୍ରିୟାର ମହକ,ପହିଲି ପରଶେ, ଶିତଳାଇ ଦେବବିରହ ଉତ୍ତାପ,ହରଷାଇ ଦେବ ମନ ।
Loading comments…
Loading comments…