by Hrushikesh Satpathy ✓ · 22 Oct 2020
ଚାଲାକିରେ ତୁମେ ଶୃଗାଳଠୁ ଶ୍ରେଷ୍ଠ ଛଳନାରେ ତୀଵ୍ରତମ, କାହିଁକି ତା'ହେଲେ ମୋ' ଛଳନାତକ ଲାଗଇ ତୁମକୁ ଭିନ୍ନ ? ଲୋକଦେଖାଣିଆ ଭକତିରେ ମୋର ଲୁଚି ଲୁଚି ହସୁଥାଅ, ସେଇଥିପାଇଁ କି ମହଣ ମହଣ ଘିଅରେ ସନ୍ତୁଷ୍ଟ ହୁଅ
Loading comments…
Loading comments…