by SARATA KUMAR DAS ✓ · 8 Jul 2019
ଦିବ୍ୟ ଅନୁରାଗରେ ଭରିଯାଏ ତୋ' ଚନ୍ଦନ ଚର୍ଚ୍ଚିତ ଶ୍ରୀମୁଖର ଦିବ୍ୟ ସଂଦର୍ଶନ , ମୋ ସିକ୍ତ ଭାବନା ,ମୁକ୍ତ ଆବେଗ ଦେହ-ମନ-ପ୍ରାଣର ପ୍ରତିଟି ସ୍ପନ୍ଦନ ରୋମାଞ୍ଚିତ ହୁଏ ପରମ ତୃପ୍ତିରେ ଦେଖିବାକୁ ମନଭରି ତୋ' ବଡଦେଉଳ ତୋ' ଆରାଧନାର ଆଡପ ମଣ୍ଡପ
Loading comments…
Comments
Loading comments…