by Rajesh Kumar Jain ✓ · 27 Aug 2017
ଭାଇ ଏତେ ସବୁ ଘଟଣା ଘଟିଲେ ମଧ୍ୟ ପ୍ରତିଦିନ ଫେରନ୍ତା ବାଟରେ ସେ ଯୋଉଦିନ ଗେଟ୍ ଖୋଲି ହସହସ ମୁଖରେ ସ୍ୱାଗତ କରନ୍ତି... ଜାଣିବ ପାଣିପାଗ ଅଫିସର ଘୂର୍ଣ୍ଣିଝଡ଼ର ପ୍ରାକ୍ ସୂଚନା ତଥାପି... ଆମ ଶ୍ରୀମତୀ ମୋତେ ଭାରି ଲଭ୍ କରନ୍ତି ।
Loading comments…
Loading comments…